ଗୌଡ଼

ଉଇକିଅଭିଧାନ‌ରୁ

ଗୌଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଗୁଡ଼=ଇକ୍ଷୁ ରସଜ ମିଷ୍ଟ+ଅ; ପୂର୍ବେ ଏ ଦେଶରେ ବିଶେଷ ଗୁଡ଼ ଉତ୍ପନ୍ନ ହେଉଥିବାରୁ ଏ ନାମ)[ସମ୍ପାଦନା]

୧ : ପ୍ରାଚୀନ ବଙ୍ଗଦେଶ —୧. Ancient Bengal; the present Bengal and a part of Behar.

[ଦ୍ରଷ୍ଟବ୍ୟ —କେହି କେହି କହନ୍ତି ମାନ୍ଧାତାଙ୍କ ଦୌହିତ ଗୌଡ଼ ଏ ଦେଶରେ ରାଜତ୍ୱ କରୁଥିବାରୁ ଏ ଦେଶର ନାମ ଗୌଡ଼ ହୋଇ ଅଛି ପୂର୍ବେ ଏହି ଗୌଡ଼ ଦେଶ ପାଞ୍ଚଟି ପ୍ରଦେଶରେ ବିଭକ୍ତ ଥିଲା, ରାଢ଼, ବରେନ୍ଦ୍ର, ବାଗରୀ, ବଙ୍ଗ ଓ ମିଥିଳା ସ୍କନ୍ଦପୁରାଣରେ ଗୌଡ଼ ଦେଶର ସୀମା ନିମ୍ନଶ୍ଳୋକରେ ବର୍ଣ୍ଣିତ ହୋଇଅଛି ବଙ୍ଗଦେଶଂ ସମାରଭ୍ୟ ଭୁବନେଶାନ୍ତଗଃ ଶିବେ ଗୌଡ଼ଦେଶଃ ସମାଖ୍ୟାତଃ ସର୍ବବିଦ୍ୟାବିଶାରଦଃ କୂର୍ମପୁରାଣ ଓ ଲିଙ୍ଗପୁରାଣରୁ ପ୍ରମାଣ ମିଳେ ଯେ ଗୌଡ଼ଦେଶର ରାଜଧାନୀ ଶ୍ରାବସ୍ତୀ ଥିଲା ହିତୋପଦେଶରେ କୌଶାମ୍ୱୀ ଗୌଡ଼ ଦେଶର ଅନ୍ତର୍ଗତ ବୋଲା ଯାଇଅଛି ହିନ୍ଦୀ - ଶବ୍ଦସାଗର]

୨. ବ୍ରାହ୍ମଣମାନଙ୍କ ଶାଖାବିଶେଷ —୨. A particular subdivision of Brahmaṇas.
୩. ଗୌଡ଼ ଦେଶବାସୀ ଲୋକ — ୩. An inhabitant of G&aline;&uline;ṟḍ̠a.

[ଦ୍ରଷ୍ଟବ୍ୟ —ସ୍କନ୍ଦପୁରାଣ ସହ୍ୟାଦ୍ରିଖଣ୍ଡ ମତରେ ଗୌଡ଼ଦେଶୀୟମାନେ ପାଞ୍ଚ ଶ୍ରେଣୀରେ ବିଭକ୍ତ—ସାରସ୍ୱତ, କାନ୍ୟକୁବ୍ଜ, ଗୌଡ଼, ମୈଥିଳ ଓ ଉତ୍କଳ]

୪ : ମିଷ୍ଟାନ୍ନ —୪. Sweetmeats.

୫ : ସମ୍ପୂର୍ଣ୍ଣ ଜାତିର ରାଗବିଶେଷ — ୫. Name of a musical air.

[ଦ୍ରଷ୍ଟବ୍ୟ —ଏଥିରେ ସବୁ ଯାକ ଶୁଦ୍ଧସ୍ୱର ଲାଗେ; ଏହା ଶ୍ରୀରାଗର ପୁତ୍ର ଓ ଦିନର ୩ୟ ପହର ଓ ସନ୍ଧ୍ୟାରେ ଏହା ଗେୟ; ଏଥିର କାହ୍ନାଡ଼ାଗୌଡ଼, କେଦାରଗୌଡ଼; ନାରାୟଣଗୌଡ଼, ରୀତିଗୌଡ଼ ଆଦି ଅନେକ ଭେଦ ଅଛି—ହିନ୍ଦୀ - ଶବ୍ଦସାଗର]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କଥିତ ଭାଷାବିଶେଷ — ୧. Name of a vernacular language.

[ଦ୍ରଷ୍ଟବ୍ୟ —ପୂର୍ବବଙ୍ଗରେ ଏ ଭାଷା କଥିତ ହେଉଥିଲା ମାତ୍ର ମାନ୍ଦ୍ରଜ୍ ସେନ୍ସସ୍ ରିପୋର୍ଟରେ ଏହାକୁ ବୋଲି କୁହାଯାଇ ଅଛି]

(ଗୌଡ଼ୁଣୀ—ସ୍ତ୍ରୀ) 

୨ : ଗୋପାଳକ ଜାତି — ୨. The caste of cowherds.

୩. ଉତ୍ତରପଶ୍ଚିମଭାରତବାସୀ ରାଜପୁତ ଜାତିର ଶାଖା— ବିଶେଷ —୩. A sect of Rajputs.
୪. କାୟସ୍ଥଙ୍କ ଶଖାଭେଦୟ A sect of kāyasthas.