ଗୌଡ଼ିଆ ବୈଷ୍ଣବ

ଉଇକିଅଭିଧାନ‌ରୁ

ଗୌଡ଼ିଆ ବୈଷ୍ଣବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୌଡ଼ୀୟ ବୈଷ୍ଣବ)[ସମ୍ପାଦନା]

ଚୈତନ୍ୟମତାବଲମ୍ୱୀ ବୈଷ୍ଣବ — Bai̱shṇabas following the creed of Chai̱tanya.

[ଦ୍ରଷ୍ଟବ୍ୟ — ଏମାନଙ୍କ ବେକରେ ମାଳା ଓ ମୁଣ୍ଡରେ ଚଇତନ ଚୁରୁକୀ ଥାଏ । ଚୈତନ୍ୟ ଦେବଙ୍କ ଦେହତ୍ୟାଗ ପରେ ତଦୀୟ ଭକ୍ତମଣ୍ଡଳଦ୍ୱାରା ଏ ସଂପ୍ରଦାୟ ଗଠିତ ହୋଇଥିଲା । ଉଜ୍ଜ୍ୱଳାଖ୍ୟ ମଧୁର ରସ ସାଧନା ସେମାନଙ୍କର ଚରମ ଲକ୍ଷ୍ୟ । ଶୌଚ, ନାମଳପ, ନିର୍ମଳରାସ ଓ ସହଜ ଭଜନ ପନ୍ଥାଦ୍ୱାରା ଭକ୍ତିସାଧନହିଁ ଏମାନଙ୍କର ଲକ୍ଷ୍ୟ ।]