ଗୌରାଙ୍ଗ
ଦେଖଣା
ଗୌରାଙ୍ଗ
ଉଚ୍ଚାରଣ
[ସମ୍ପାଦନା](ଗୌରାଙ୍ଗୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହିନ୍ଦୀ - )
[ସମ୍ପାଦନା]ଗୋରା — Fair-skinned (male).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚୈତନ୍ୟ ଦେବ — ୧. Ch&aline;i̱tanya deba.
[ଦ୍ରଷ୍ଟବ୍ୟ —ଏହାଙ୍କ ଶରୀର ଗୌରବର୍ଣ୍ଣ ଥିବାରୁ ଏହାଙ୍କୁ ଗୌରାଙ୍ଗ କୁହାଯାଏ]
- ୨. ପୁରୁଷ ବ୍ୟକ୍ତିଙ୍କୁ ଦିଆଯିବା ନାମ — Name of males.