ଗ୍ରାମଗ୍ରାମକେ

ଉଇକିଅଭିଧାନ‌ରୁ

ଗ୍ରାମଗ୍ରାମକେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ[ସମ୍ପାଦନା]

୧. ପ୍ରତିଗ୍ରାମରେ — ୧. In every village.
୨. ଭିନ୍ନ ଭିନ୍ନ ଗ୍ରାମରେ — ୨. In different villages.

ଗ୍ରାମଗ୍ରାମକେ କରି ସ୍ଥାନ ପୂଜନ୍ତେ ହେ ଇବୁ ପ୍ରସନ୍ନ ଜଗନ୍ନାଥ. ଭାଗବତ