Jump to content

ଗ୍ରାମ୍

ଉଇକିଅଭିଧାନ‌ରୁ

ଗ୍ରାମ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଗ୍ରୀକ. ଗ୍ରାମ୍ମା=ଅକ୍ଷର; କ୍ଷୁଦ୍ର ଓଜନ;— ଗ୍ରୀକ୍‌ରୁ ଫ୍ରେଞ୍ଚ ଭାଷାକୁ ଓ ଫ୍ରେଞ୍ଚ ଭାଷାରୁ ଇଂରାଜୀ - ଗ୍ରାମ୍ ରୂପେ ବ୍ୟବହୃତ)

[ସମ୍ପାଦନା]

ଧାତୁ ଦ୍ରବ୍ୟାଦି ଓଜନ କରିବାରେ ଇଉରୋପୀୟ ପରିମାଣବିଶେଷ — Gram; Gramme.

[ ଦ୍ର—ଏହାର ଓଜନ ୧୫.୪୩୨ ଗ୍ରେନଂ ଅଟେ ]