Jump to content

ଗ୍ରୀଷ୍ମ

ଉଇକିଅଭିଧାନ‌ରୁ

ଗ୍ରୀଷ୍ମ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗ୍ରସ୍ ଧାତୁ+କର୍ତ୍ତୃ. ମ, ନିପାତନ)

[ସମ୍ପାଦନା]
୧. ଖରାଦିନ; ଗ୍ରୀଷ୍ମଋତୁ —୧. Summer season.

(ଅନ୍ୟସଂସ୍କୃତ - ନାମ—ନିଦାଘ, ତପନ, ତପ, ଘର୍ମ, ତାପନ, ଉଷ୍ଣକ)

୨. ଗରମ —୨. Heat; warmth.

ବିଶେଷଣ -

[ସମ୍ପାଦନା]

ଉଷ୍ଣ —Warm; hot.