ଗ୍ରୀସ୍

ଉଇକିଅଭିଧାନ‌ରୁ

ଗ୍ରୀସ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ବୈଦେଶଜ - ବିଶେଷ୍ୟ - (ନାମ) (ଇଂରାଜୀ - ଗ୍ରୀସ୍)[ସମ୍ପାଦନା]

ଇଉରୋପର ଗ୍ରୀସ୍ ନାମକ ଦେଶ ବା ରାଜ୍ୟ —Greece.

[ ଦ୍ର—ଏହାର ସଂସ୍କୃତ - ନାମ ୟୁନାନ୍; ଇଉରେପ ମହାଦେଶର ତୁରଷ୍କ ଦେଶର ଦକ୍ଷିଣରେ ଓ ଭୂମଧ୍ୟସାଗର କୂଳରେ ଏହା ଗୋଟିଏ ଉପଦ୍ୱୀପ ଖ୍ରାଷ୍ଟପୂର୍ବ ଶତାଦ୍ଦୀମାନଙ୍କରେ ଏହା ବିଶେଷ ସଭ୍ୟ ଥିଲା ମହାବୀର ଆଲେକ୍ଜାଣ୍ଡର୍ (ସିକନ୍ଦରସାହା) ଓ କବି ହୋମର୍ ଏହି ଦେଳରେ ଜନ୍ମଗ୍ରହଣ କରିଥିଲେ ଗ୍ରୀକ୍ ସଭ୍ୟତାଦ୍ୱାରା ପାଶ୍ଚାତ୍ୟ ଜଗତ ପ୍ରଭାବିତ ଭାରତରେ ମଧ୍ୟ ଗ୍ରୀକ୍ ସଭ୍ୟତାର ଛାୟା ପଡ଼ିଥିଲା କିଛିଦିନ ପୂର୍ବେ ଏହା ରାଜତନ୍ତ୍ର ଥିଲା., ଏବେ ସାଧାରଣତନ୍ତ୍ର ହୋଇଅଛି]