ଗୟଳ

ଉଇକିଅଭିଧାନ‌ରୁ

ଗୟଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗବୟ)[ସମ୍ପାଦନା]

୧. ଗବୟ ୧ (ଦେଖ) - ୧. Gabaya ୧ (See)

ଗୟଳ ଷଲ୍ଲକ କୁଞ୍ଜର, ତରକ୍ଷୁ ହରିଣ ଶୂକର ଜଗନ୍ନାଥ. ଭାଗବତ

୨. ଲମ୍ୱା ଓ ଶାଳ ପିଆଶାଳ, ଅସନ ଆଦି କାଠ — ୨. Thick long shoots of Sal or other trees used as posts; sapling of timber-trees.