ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବ୍ୟଞ୍ଜନବର୍ଣ୍ଣର ଓ କ ୪ର୍ଥ ବର୍ଣ୍ଣ (ଏହାର ଉଚ୍ଚାରଣସ୍ଥାନ ଜିହାମୂଳ; ଏହା ଦୀର୍ଘପ୍ରାଣ ବର୍ଣ୍ଣ) —The fourth consonant of the Oriya and Sanskrit alphabets. Asperate of 'ଗ' corresponding in pronunciation to 'Gh' in Ghost.

  • (file)

ସଂସ୍କୃତ - ବିଶେଷ୍ୟ - (ହନ୍ ଧାତୁ=ଆଘାତ କରିବା+କର୍ମ. ଅ)[ସମ୍ପାଦନା]

୧. ଘଣ୍ଟା —୧. Bell.
୨. ଘଣ୍ଟାଧ୍ୱନି —୨. Sound of bells striking.
୩. ଚକ୍ରାଦିରେ ଘର୍ଘର ଶବ୍ଦ — ୩. Rattling noise of moving wheels.
୪. ଘୂଙ୍ଗୁରର ଶବ୍ଦ — ୪. Tinkling sound of small bells.
୫. ବତ୍ସର; ବର୍ଷ —୫. Year.