ଘ
ଦେଖଣା
ଘ
ଉଚ୍ଚାରଣ
[ସମ୍ପାଦନା]ବ୍ୟଞ୍ଜନବର୍ଣ୍ଣର ଓ କ ୪ର୍ଥ ବର୍ଣ୍ଣ (ଏହାର ଉଚ୍ଚାରଣସ୍ଥାନ ଜିହାମୂଳ; ଏହା ଦୀର୍ଘପ୍ରାଣ ବର୍ଣ୍ଣ) —The fourth consonant of the Oriya and Sanskrit alphabets. Asperate of 'ଗ' corresponding in pronunciation to 'Gh' in Ghost.
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ହନ୍ ଧାତୁ=ଆଘାତ କରିବା+କର୍ମ. ଅ)
[ସମ୍ପାଦନା]- ୧. ଘଣ୍ଟା —୧. Bell.
- ୨. ଘଣ୍ଟାଧ୍ୱନି —୨. Sound of bells striking.
- ୩. ଚକ୍ରାଦିରେ ଘର୍ଘର ଶବ୍ଦ — ୩. Rattling noise of moving wheels.
- ୪. ଘୂଙ୍ଗୁରର ଶବ୍ଦ — ୪. Tinkling sound of small bells.
- ୫. ବତ୍ସର; ବର୍ଷ —୫. Year.