ଘଇତା

ଉଇକିଅଭିଧାନ‌ରୁ

ଘଇତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
(ମାଇପ—ସ୍ତ୍ରୀ)
  • (file)

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - (ଇତର) ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଗ୍ରହୀତା; ତୁଳ. ସଂସ୍କୃତ - ଭର୍ତ୍ତା)[ସମ୍ପାଦନା]

୧. ଭର୍ତ୍ତା —୧. Husband.

ଶୋଇଛନ୍ତି ପଇତା କାନ୍ଧରେ ପକାଇ ମହାଦେବା ଘଇତା ପରି ଶୋଭା ବହି—କୃଷ୍ଣସିହଂ. ମହାଭାରତ

୨. ସ୍ୱାମୀ; ମାଲିକ —୨. Lord; owner.
୩. ଉପପତି; ଜାର —୩. A paramour.