ଘଇତାବୁକୁ

ଉଇକିଅଭିଧାନ‌ରୁ

ଘଇତାବୁକୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ଗ୍ରାମ୍ୟ - ବିଶେଷ୍ୟ - (ଲକ୍ଷଣାର୍ଥ)[ସମ୍ପାଦନା]

ସ୍ୱାମୀଠାରୁ ଉତ୍ସାହ ବା ଅଙ୍ଗୀକାର ବଚନ —(figurative) Encouragement from or promise by the husband.

ଯେବେ ପାଇଥାଏ ଘଇତାବୁକୁ, ସଜ ହେଉଥାଏ ବାପ ଘରକୁ ଢଗ