ଘଇତାସୁଆଗୀ
ଦେଖଣା
ଘଇତାସୁଆଗୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଘଇତାସୁଆଗୀ
|
ଗ୍ରାମ୍ୟ - ବିଶେଷଣ - ସ୍ତ୍ରୀ (ଗ୍ରହୀତା+ସୌଭାଗ୍ୟବତୀ)
[ସମ୍ପାଦନା]- ୧. ଯେଉଁ ସ୍ତ୍ରୀ ସ୍ୱାମୀ ପ୍ରତି ଅତିରିକ୍ତ ଆଦର ଦେଖାଏ; ସ୍ୱାମୀ ପ୍ରତି ବିଶେଷ ଅନୁରକ୍ତା (ସ୍ତ୍ରୀ) — ୧. Much doting (wife).
- ୨. ଯେଉଁ ସ୍ତ୍ରୀକୁ ସ୍ୱାମୀ ଅତ୍ୟନ୍ତ ଆଦର କରେ — (a wife) Doted over by the husband.