ଘଇତାସୁଆଗୀ

ଉଇକିଅଭିଧାନ‌ରୁ

ଘଇତାସୁଆଗୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - ସ୍ତ୍ରୀ (ଗ୍ରହୀତା+ସୌଭାଗ୍ୟବତୀ)[ସମ୍ପାଦନା]

୧. ଯେଉଁ ସ୍ତ୍ରୀ ସ୍ୱାମୀ ପ୍ରତି ଅତିରିକ୍ତ ଆଦର ଦେଖାଏ; ସ୍ୱାମୀ ପ୍ରତି ବିଶେଷ ଅନୁରକ୍ତା (ସ୍ତ୍ରୀ) — ୧. Much doting (wife).
୨. ଯେଉଁ ସ୍ତ୍ରୀକୁ ସ୍ୱାମୀ ଅତ୍ୟନ୍ତ ଆଦର କରେ — (a wife) Doted over by the husband.