ଘଉଡ଼ାଘଉଡ଼ି

ଉଇକିଅଭିଧାନ‌ରୁ

ଘଉଡ଼ାଘଉଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପରସ୍ପର ତଡାତଡି ହେବା କର୍ମ — ୧. Mutual pushing.
୨. ବହୁବାର ତଡିବା କର୍ମ — ୨. Repeated drivings.

ଦେଶଜ - ବିଶେଷଣ -[ସମ୍ପାଦନା]

ପରସ୍ପର ତଡ଼ାତ଼ଡ଼ି ହେବା (ବ୍ୟକ୍ତିଗଣ) — (persons) Pushing one another away.