Jump to content

ଘଉଡ଼ାଘଉଡ଼ି

ଉଇକିଅଭିଧାନ‌ରୁ

ଘଉଡ଼ାଘଉଡ଼ି

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପରସ୍ପର ତଡାତଡି ହେବା କର୍ମ — ୧. Mutual pushing.
୨. ବହୁବାର ତଡିବା କର୍ମ — ୨. Repeated drivings.

ଦେଶଜ - ବିଶେଷଣ -

[ସମ୍ପାଦନା]

ପରସ୍ପର ତଡ଼ାତ଼ଡ଼ି ହେବା (ବ୍ୟକ୍ତିଗଣ) — (persons) Pushing one another away.