ଘଉଡ଼ିବା

ଉଇକିଅଭିଧାନ‌ରୁ

ଘଉଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଗ୍ରହ ଧାତୁ=ବଳପୂର୍ବକ ଧରିବା)[ସମ୍ପାଦନା]

୧. ଘଉଡ଼ାଇବା —୧. To remove; to drive away; to cause to disappear;

କହିଲେ ବ୍ରାହ୍ମଣଙ୍କୁ ଦେଲ ତ ଘଉଡ଼ି କୃଷ୍ଣସିଂହ. ମହାଭାରତ. ବନ

୨. ପଛରେ ଗୋଡ଼ାଇ କରି ଖଣ୍ଡଦୂରରେ ଛାଡ଼ିବା — ୨. To chase away.

ବିବେକ ଦେଲା ଘଉଡି କଳିସୂର୍ଯ୍ୟ. କିଶୋରିଚମ୍ଫୂ ଗ ଗୀତ

୩. ତଡ଼ିବା —୩. To drive out.

ସତୀ ଭାରିଯାକୁଟି ଘଇତାକରାଇ ବୋଲି ଘଉଡିବା କାହିଁତ ଶୁଣା ନାହିଁ କୃଷ୍ଣସିଂହ. ମହାଭାରତ, ବନ