ଘଟକଞ୍ଚୁକୀ

ଉଇକିଅଭିଧାନ‌ରୁ

ଘଟକଞ୍ଚୁକୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଯେଉଁ କ୍ରିୟାରେ ଘଟରେ କଞ୍ଚୁକୀମାନେ ରଖାଯାଏ)[ସମ୍ପାଦନା]

ଆଗମପୁରାଣୋକ୍ତ ତାନ୍ତ୍ରିକ ଓ ଶାକ୍ତମାନଙ୍କର ରୀତିବିଶେଷ —An immoral rite practised by Tāntrikas and Ṡāktas in which the bodices of the different woman, who join the company of the worshippers, are placed in a receptacle and are allowed to be taken one by one by each of the male worshippers, so that the male who takes out the bodice of a particular woman will cohabit with her. (M.W.)

[ଦ୍ରଷ୍ଟବ୍ୟ —ଏହି ରୀତିରେ ଭୈରବୀଚକ୍ରରେ ସମ୍ମିଳିତା ସ୍ତ୍ରୀମାନଙ୍କର କାଞ୍ଜଲାମାନ ଗୋଟିଏ ମାଠିଆରେ ପଶେ ଏବଂ ପ୍ରତ୍ୟେକ ପୂଜକ ପୁରୁଷ ଥରକେ ଗୋଟିଏ କାଞ୍ଚୁଲା ସେ ମାଠିଆକୁ କାଢ଼ିଆଣନ୍ତି ଯେଉଁ ପୁରୁଷ ହାତରେ ଯେଉଁ ସ୍ତ୍ରୀର କାଞ୍ଚଲା ଉଠିଆସେ ଉକ୍ତ ପୁରୁଷ ଉକ୍ତ ସ୍ତ୍ରୀକୁ ସମ୍ଭୋଗ କରିବାକୁ ଅଧିକାରୀ ହୁଅନ୍ତି (ହିନ୍ଦୀ - ଶବ୍ଦସାଗର) ]