Jump to content

ଘଟକାର

ଉଇକିଅଭିଧାନ‌ରୁ

ଘଟକାର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

କୁମ୍ଭକାର; କୁମ୍ଭାର — Potter.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଘଟନାକାରୀ ବ୍ୟକ୍ତି —One who accomplishes or brings about any matter.

ବୋଲେ ଘଟ ଘଟ କେଉଁ ଘଟକାର ଏହି କି ଘଟ ଘଟ ନେବ—ଭଞ୍ଜ.ବୈଦେହୀଶବିଳାସ