ଘଟଣା

ଉଇକିଅଭିଧାନ‌ରୁ

ଘଟଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଘଟନା)[ସମ୍ପାଦନା]

୧. ଘଟିବା — ୧. Happeing.
୨. ଅକସ୍ମାତଦ୍ ଘଟିବା ବିଷୟ —୨. Accident.
୩. ବ୍ୟାପାର; ଯାହା ଘଟେ —୩. Event; occurrence.

ଘଟଣା ବିରହରେ ଆବଶ୍ୟତ ଜହରେ ତୋ ଘେନି ଆତ୍ମାଘାତୀ ହୋଇଲୁରେ— କବିସୂର୍ଯ୍ୟ. କିଶୋରୀଚମ୍ପୁ.ଘ. ଗୀତ

୪. ରଚନା; ନିର୍ମାଣ —୪. Composition; making.

ପଦ ଘଟନା କରି ଦେଲେ ଲେଖିବି ତୋ କରୁଣା କଲେ ପ୍ରାଚୀ— ପୂର୍ଣ୍ଣତମଚନ୍ଦ୍ରୋଦୟ

୫. ଆୟୋଜନ; ବନ୍ଦୋବସ୍ତ; ଯୋଗାଡ଼ — ୫. Arrangement; settlement.

ଘର କଳାବତୀପୁରଘଟଣା ବର ମୋ ପାଇଁ ନୋହିଲେ ଘଟଣା— ବୋହୁସୁଆଙ୍ଗ ଗୀତ