ଘଟଣା କରିବା

ଉଇକିଅଭିଧାନ‌ରୁ

ଘଟଣା କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ପୁରୀ)କ୍ରିୟାପଦ -[ସମ୍ପାଦନା]

୧. ସଂଗ୍ରହ କରିବା; ଆୟୋଜନ କରିବା — ୧. To collect; to arrange.

(ଯଥା— ସେ ପୁଅ ବ୍ରତ ଘଟ ପାଇଁ ଅନେକ ପଦାର୍ଥ ଘଟଣା କରିଥିଲେ)

୨. ସ୍ଥିର କରିବା —୨. To settle.

(ଯଥା— କନ୍ୟା ପାଇଁ ଗୋଟିଏ ବର ଘଟଣା କରିବା ଆବଶ୍ୟକ ପଡ଼ିଲାଣି)