ଘଟଦାସୀ

ଉଇକିଅଭିଧାନ‌ରୁ

ଘଟଦାସୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ଘଟ+ଦାସୀ)[ସମ୍ପାଦନା]

୧. ହାତୀ; କୁଟୁଣୀ; ଯେ ପରପୁରୁଷ ନିକଟରେ ସ୍ତ୍ରୀ ଯୁଟାଏ —୧. A procuress; a panderess.
୨. ନାୟକ ନାୟିକାଙ୍କୁ ସମ୍ମଳିତ କରିବା ଦାସୀ (ହିନ୍ଦୀ - ଶବ୍ଦ ସାଗର) —୨. A maid-servant bringing about an interview between two lovers.