Jump to content

ଘଟନାକ୍ରମ

ଉଇକିଅଭିଧାନ‌ରୁ

ଘଟନାକ୍ରମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଘଟନା+କ୍ରମ)

[ସମ୍ପାଦନା]
୧. କାର୍ଯ୍ୟଗତି —୧. Course of events.
୨. ଧାରାବାହିକ ଘଟନା — ୨. Succession of events.