ଘଟନାବିରହ

ଉଇକିଅଭିଧାନ‌ରୁ

ଘଟନାବିରହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କୌଣସି ବିଷୟ ନ ଘଟିବାର ଅବସ୍ଥା — ୧. Condition or case of a thing not coming to pass.

ଘଟନା ବିରହରେ ଆବଶ୍ୟକ ଜହ୍ନରେ ତୋ ଘେନି ଆତ୍ମଘାତୀ ହୋଇଲୁରେ କବିସୂର୍ଯ୍ୟ କିଶୋରଚମ୍ପୁକ ଘ ଗୀଟ