ଘଟଯୁବତୀ

ଉଇକିଅଭିଧାନ‌ରୁ

ଘଟଯୁବତୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (କର୍ମଧା; ଘଟକୀ+ଯୁବତୀ; ସମାସରେ ସ୍ତ୍ରୀଲିଙ୍ଗାନ୍ତ ବିଶେଷଣ ବିଶେଷଣ ଫୁଲିଙ୍ଗ ଆକାର ଧାରଣ କରେ; ତୁଳ କୁକୁଟାଣ୍ଡ)[ସମ୍ପାଦନା]

୧. ଦୂତୀ; ଯେଉଁ ସ୍ତ୍ରୀ ଜାର ସଙ୍ଗେ ପ୍ରେମିକାର ଭେଟ କରାଏ —୧. A women who arranges for love assignations; a procuress.

ଲୋଡ଼ି ଶ୍ୟାମ ପ୍ରୀତିକ ଘଟକ ଯୁବତୀକି କେ କହୁନାହିଁ ଧରି ଦଶନେ ଘାମ—କବିସୂର୍ଯ୍ୟ. ସଙ୍ଗୀତ