ଘଟସୋଧନକାରକ

ଉଇକିଅଭିଧାନ‌ରୁ

ଘଟସୋଧନକାରକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଘଟ=ଶରୀର+ଶୋଧନ+କାରକ)[ସମ୍ପାଦନା]

ହଠଯୋଗସାଧକଙ୍କର ଶରୀରଶୋଧନାର୍ଥ କୃତ ୬ଟି ପ୍ରକ୍ରିୟା — A collective name for ୬ actions of an ascetic in cleaning the body (M.W.)

[ ଦ୍ର—ଏ ଛଅଟି ପ୍ରକ୍ରିୟା—ଧୌତି, ବସ୍ତି, ନେତୀ ତ୍ରାଟକ, ନୌଳିକ ଓ କପାଳଭାତୀ ]