Jump to content

ଘଟସ୍ତନା

ଉଇକିଅଭିଧାନ‌ରୁ

ଘଟସ୍ତନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ବହୁବ୍ରୀହି; ଘଟ+ସ୍ତନ+ସ୍ତ୍ରୀ. ଆ)

[ସମ୍ପାଦନା]

ଯେଉଁ ସ୍ତ୍ରୀର ସ୍ତନ କୁମ୍ଭ ପରି ବଡ଼; କୁମ୍ଭସ୍ତନା — (woman) Having the breast as large as earthen pitchers.