ଘଟା
ଦେଖଣା
ଘଟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଘଟ୍ ଧାତୁ+ଅ +ସ୍ତ୍ରୀ.+ଆ)
[ସମ୍ପାଦନା]- ୧. ଜାକଜମକ; ଆଡ଼ମ୍ୱର — ୧. Grandeur; ado.
ସ୍ୱର୍ଣ୍ଣଦୀପାଲୋକେ ଉଠୁଥିଲା ଯହିଁ ଅଗୁରୁ ଧୂପର ଘଟା ରାଧାନାଥ. ଦରବାର
- ୨. ସମୂହ —୨. Collection; multitude; assemblage.
ପୁଣି ଦେଖ ଆଜି ଗାରିମାର ଘଟ ରାଧାନାଥ. ଦରବାର
- ୩. ହସ୍ତିସମୂହ —୩. A troop of elephants.
- ୪. ଯୁଦ୍ଧରେ ହସ୍ତିସମୂହର ଏକତ୍ରମିଳନ —୪. A troop of elephants arranged in battle-array.
- ୫. ସମ୍ମୀଳନୀ; ସଭା —୫. Assembly.
- ୬. ସମର୍ଥନ —୬. Justification. (M.W.)
- ୭. ଚେଷ୍ଟା —୭. Effort; endeavour (M.W.)
- ୮. ମେଘମାଳା(ହିନ୍ଦୀ - ଶବ୍ଦସାଗର) —୮. Rising clouds.
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଘୃଷ୍ଟ)
[ସମ୍ପାଦନା]- ୧. ଦାଗ —୧. Stain.
- ୨. ତୈଳଜନିତ ମଇଳା —୨. Oily dirt.
- ୩. ଦେହସଫା କରିବା ପାଇଁ ଲଗାଯିବା ପ୍ରଲେପବିଶେଷ — ୩. An ointment used to rub the body with.