ଘଟାଇବା

ଉଇକିଅଭିଧାନ‌ରୁ

ଘଟାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ - ଘଟ୍ ଧାତୁ)[ସମ୍ପାଦନା]

୧. ଘଟନା କରାଇବା — ୧. To occasion; to cause to happen or take place; to bring about; to effct.
୨. ମିଳାଇବା —୨. To cause to come together or appear; to bring together; to unite; to cause to fit in.
୩. ବନ୍ଦୋବସ୍ତ କରିବା —୩. to arrange.

ଯେ ଯାହାର ଯୋଗ୍ୟ ତାହା ପ୍ରଜାପତି, ରଖିଛନ୍ତି ସିନା ବେଳୁଁ ଘଟାଇ ନନ୍ଦକିଶୋର. କୃଷ୍ଣକୁମାରୀ

୪. ମିଥ୍ୟ କଥା କହିବା —୪. To speak lie.
୫. କୌଣସି ଘଟନା ସମ୍ଭବପର ବା ଘଟି ଅଛି ବୋଲି ଯେପରି ଶ୍ରେତାର ମନରେ ବିଶ୍ୟସ ହେବ, ସେହିପରି କହିବା —୫. To relate a thing kin such a manner that the hearer will believe the thing probable or will believe that such a thing has actually happened.