ଘଟାଘଟି
ଦେଖଣା
ଘଟାଘଟି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ପରସ୍ପର ସଙ୍ଗେ ଜୋଡ଼ ଖାଉଥିବା; ମିଳା— ମିଳି —୧. Fitting each other; tallying with each other.
- ୨. ମୂମୂର୍ଷୂ (ସମୟ) —୨. Dying (moment).
- ୩. ଉତ୍କ୍ରାନ୍ତ (ସମୟ) —୩. Critical (moment).
- ୪. ପରସ୍ପର ଉପଯୋଗୀ —୪. Suiting each other.
ଧନ୍ୟ ସେ ପ୍ରଜାପତି, ବରକୁ କନ୍ୟା ଘଟାଘଟି—ଢଗ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପରସ୍ପର ଉପଯୋଗୀ ଅବସ୍ଥା —Suitable mutual arrangements; state of two things suiting each other.