ଘଟିକା

ଉଇକିଅଭିଧାନ‌ରୁ

ଘଟିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଘଟି+ସ୍ୱାର୍ଥରେ କ+ସ୍ତ୍ରୀ. ଆ)[ସମ୍ପାଦନା]

୧. ହୋରା; ଏକ ଘଣ୍ଟା; ଅଢ଼ାଇ ଦଣ୍ଡ୪/୩: ଘଡ଼ି — An hour.
୨. ଏକ ଘଡ଼ି ସମୟ; ୪୫: (ମତାନ୍ତରରେ ୪୮: ) ମିନିଟ କାଳ — ୨. About ୪୫ minutes (or ୪୮ minutes).
୩. ଏକ ଦଣ୍ଡ ପ୍ରାୟ ୨୪: ମିନିଟ — ୩. One 'Daṇḍa' of time (about ୨୪ minutes.)
୪. ଏକ ମୁହୂର୍ତ୍ତ —୪. One moment.
୫. କ୍ଷୁଦ୍ର ଘଟ ବା କଳଶ; ଘଡ଼ି — ୫. Small water-jar or pitchre.
୬. ପ୍ରାଚୀନ ଭାରତରେ ବ୍ୟବହୃତ ସମୟନିର୍ମାୟକ ଯନ୍ତ୍ର — ୬. Indian clock (M W.)
୭. ଗୁଳ୍ଫ; ପାଦଗ୍ରନ୍ଥି; ବଳାଗଣ୍ଠି — ୭. Leg-joint; ankle (M.W.)
୮. ଘଣ୍ଟା; ଟାଇମ୍ ପୀସ୍, ବାଚ୍ ଆଦି (ହିନ୍ଦୀ - ଶବ୍ଦସାଗର) — ୮. Timepiece; clock, watch etc.

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଘଟ୍ ଧାତୁ+ଇକ+ଆ)[ସମ୍ପାଦନା]

୧. ଯୋଜନକାରିଣୀ —୧. (female) Bringing about a metting; procuring.
୨. ସଂଘଟନକାରିଣୀ — ୨. Causing to happen; bringing about.

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -[ସମ୍ପାଦନା]

ଘଣ୍ଟିକା — Plate; uvula.