ଘଟିକିବା

ଉଇକିଅଭିଧାନ‌ରୁ

ଘଟିକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (ସିଂହଭୁମି ଓ ଗଡ଼ଜାତ)କ୍ରିୟାପଦ -[ସମ୍ପାଦନା]

ଦଉଡ଼ିବା — To run.

ଘଟକି ଆସିବେ ଏଣେ ଏହି ନାହା ନ ଦିଶିବ ତୁମ୍ଭ ପଳାଇବା ରାହା ଅଜୟଚକ୍ର. ଶେଷବନ୍ଦୀ

ଦେଶଜ - କ୍ରିୟାପଦ - (ଧ୍ୱନୀକରଣ)[ସମ୍ପାଦନା]

ମରିବାର ପୂର୍ବାବସ୍ଥାରେ ଘ଼ଡ଼ ଘଡ଼ ଶବ୍ଦ କଣ୍ଠରୁ ବାହାର କରିବା; ଘଡ଼କିବା —To emit a gurgling sound before death.