ଘଟିବା

ଉଇକିଅଭିଧାନ‌ରୁ

ଘଟିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଘଟ ଧାତୁ)[ସମ୍ପାଦନା]

ଘଟନା ହେବା — ୧. To happen; to come to pass.

୨. ଆଣ୍ଟିବା —୨. To suffice for.
୩. (ବାଞ୍ଚିତ ବା ଅଭୀସ୍ପିତ କାର୍ଯ୍ୟ) ସିଦ୍ଦ ହେବା; ସଫଳ ହେବା —୩. (One's wish) TO be fulfilled; to be realised in action.

ଘଟିଲେ ଆମ୍ଭେ ଏକା ଜୀଇଲୁରେ—କବିସୂର୍ଯ୍ୟ. କିଶୋରୀଚମ୍ପୂ.ସଙ୍ଗୀତ

୪. (ମନକୁ) ବୋଧ ହେବା; ଅନୁମିତ ହେବା; ବିବେଚିତ ହେବା — ୪. To be felt or thought of; to appear to be.


ତୁମ୍ଭେମାନେ ସମସ୍ତ ଆଯୁଷବନ୍ତ ଅଟ ବ୍ରହ୍ମାପରି ମୋହର ମନକୁ ଯେ ଘଟ— କୃଷ୍ଣସିଂହ. ମହାଭାରତ. ଆଦି

୫. ସନ୍ନିକଟ ହେବା; ନିକଟରେ ଉପସ୍ଥିତ ହେବା — ୫. To reach; to approach.

ମୋ ଚାଟୁ ଶ୍ରବତଟକୁ ଘଟନ୍ତେ ଅବଧାନ ବିନା ହସିଲାରେ— କବିସୂର୍ଯ୍ୟ. କିଶୋରୀଚମ୍ପୁ ତ ଗୀତ

୬. ମିଳିବା; ଜୁଟିବା — ୬. To be got; to be available.

ଆହା ଏ ଗୁଣ କରିବାକୁ ସ୍ଫୁଟ ଜଗତେ ଘଟିବେ ନାହିଁ ଯେ ଭାଟ—କବିସୂର୍ଯ୍ୟ. ସଙ୍ଗୀତ

୭. ଶୋଭା ପାଇବା; ଯୋଗାଇବା; ମାନିବା — ୭. To look beautiful; to befit.

କେଶରୀ କଟିତଟେ ପୀତପତନୀ ଘଟେ— ରସକୋହ୍ଲୋଳ

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ - (ତୁଳ. ହିନ୍ଦୀ - ଘଟନା)[ସମ୍ପାଦନା]

ନ୍ୟୁନ ହେବା; କମିଯିବା —To diminish.