ଘଟି ମାରିବା

ଉଇକିଅଭିଧାନ‌ରୁ

ଘଟି ମାରିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରିୟାପଦ - (କଂସାରିଙ୍କ ବ୍ୟବହୃତ ଭାଷା)[ସମ୍ପାଦନା]

ତମ୍ୱା, ଖପର ଆଦିକୁ ଏକତ୍ର କରି ଆଉଟି, ତାକୁ ଚେକା ଚେକା କରି, ତାଳିବା ପରେ, ତାକୁ ହାତୁଡ଼ିରେ ପିଟି ପତଳା କରିବା