ଘଟୋତ୍କଚ

ଉଇକିଅଭିଧାନ‌ରୁ

ଘଟୋତ୍କଚ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ସଂସ୍କୃତ - ବିଶେଷ୍ୟ - (ଘ଼ଟ=କରିକୁମ୍ଭ+ଉତ୍କଚ=କେଶସୂନ୍ୟ; ହସ୍ତି[ସମ୍ପାଦନା]

କୁମ୍ଭପରି ଯାହାର ମସ୍ତିକ କେଶଶୂନ୍ୟ)— ହିଡ଼ିମ୍ୱା ରାକ୍ଷସୀର ଗର୍ଭରେ ଭୀମଙ୍କ ଔରସ ଅସୁର ବିଶେଷ —Name of a demon; son of Bhīma through his demoness wife.

[ଦ୍ରଷ୍ଟବ୍ୟ —ଏ ପାଣ୍ଡବମାନଙ୍କ ପକ୍ଷରେ କୁରୁକ୍ଷେତ୍ର ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରିଥିଲା ଓ ଇନ୍ଦ୍ରପ୍ରଦତ୍ତ ଶକ୍ତି କର୍ଣ୍ଣ ଏହାକୁ ବଧ କରିଥିଲେ]