ଘଟ୍ଟଜୀବୀ

ଉଇକିଅଭିଧାନ‌ରୁ

ଘଟ୍ଟଜୀବୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ସଂସ୍କୃତ - ବିଶେଷଣ - (ଘଟ୍ଟୁ+ଜୀବ୍ ଧାତୁ+ଇନ୍; ୧ମା. ୧ବ.)[ସମ୍ପାଦନା]

୧. ନଈଘାଟିଆ; ଯେ ଯାତ୍ରୀମାନଙ୍କୁ ନଈରେ ପାର— ଉତାର କରେ —୧. Ferry-man.
୨. ଯେଉଁ ବ୍ୟକ୍ତି ଘାଟରେ ସ୍ନାନ କରିବା ଲୋକଙ୍କ ଲୁଗା ପଟା ଜଗାରଖା କରେ —୨. An attendant at a landing place taking care of the clothes of the bathers (Wilson).
୩. ବୈଶ୍ୟା ସ୍ତ୍ରୀ ଗର୍ଭର ରଜକ ଔରସରେ ଜାତ ଜାତି — ୩. A mixed caste; a son of a washerman by a B&aline;i̱ṣya woman.