ଘଟ୍ଟିତ

ଉଇକିଅଭିଧାନ‌ରୁ

ଘଟ୍ଟିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ସଂସ୍କୃତ - ବିଶେଷଣ -(ଘଟ୍ଟୁ ଧାତୁ+କର୍ମ. ତ)[ସମ୍ପାଦନା]

୧. ଚାଳିତ — ୧. Shaken; moved.
୨. ଘଣ୍ଟା ହୋଇଥିବା —୨. Stirred; agitated.
୩. ଘୋଟା ହୋଇଥିବା —୩. Pressed; pounded.
୪. ଗଠିତ; ନିର୍ମିତ —୪. Built up; constructed.
୫. ଆହତ —୫. Struck.
୬. ମଡ଼ା ଯାଇଥିବା — ୬. Pressed; smoothed down. (M.W.)
୭. ଘଷା ହୋଇଥିବା —୭. Rubbed. (M.W.)