ଘଟ୍ଟିତ
ଦେଖଣା
ଘଟ୍ଟିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ସଂସ୍କୃତ - ବିଶେଷଣ -(ଘଟ୍ଟୁ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଚାଳିତ — ୧. Shaken; moved.
- ୨. ଘଣ୍ଟା ହୋଇଥିବା —୨. Stirred; agitated.
- ୩. ଘୋଟା ହୋଇଥିବା —୩. Pressed; pounded.
- ୪. ଗଠିତ; ନିର୍ମିତ —୪. Built up; constructed.
- ୫. ଆହତ —୫. Struck.
- ୬. ମଡ଼ା ଯାଇଥିବା — ୬. Pressed; smoothed down. (M.W.)
- ୭. ଘଷା ହୋଇଥିବା —୭. Rubbed. (M.W.)