ଘଡ଼ଘଡ଼

ଉଇକିଅଭିଧାନ‌ରୁ

ଘଡ଼ଘଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ (ଧ୍ୱନ୍ୟକରଣ)[ସମ୍ପାଦନା]

୧. ମେଘଗର୍ଜ୍ଜନ ଶବ୍ଦ — ୧. Sound of thunder.

ଥରେ ଥରେ ଘନ ହୋଇଣ ଘଡ଼ ଘଡ଼ ଦେଖୁ ଦେଖୁ ଦେହଟି କରିଦେଲା ବଡ଼—କୃଷ୍ଣସିଂହ . ମହାଭାରତ ବନ

୨. ଟାଣୁ ଭୁଇଁରେ ଶଗଡ଼ ଗଡ଼ିବାର ଶବ୍ଦ — ୨. Rattling sound of wheels on hard and stony ground.
୩. ଗଳାରେ କଫରୋଧ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସର ଶବ୍ଦ — ୩. Rattling sound in the throat, due to breath passing through the choked windpipe.
୪. ମରିବା ପୂର୍ବରୁ ଜୀବର କଣ୍ଠନିସୃତ ଘଡ଼ଘଡ଼ ଶବ୍ଦ — ୪. Rattling sound emitted from the throat of a dying animals.
୫. ଅଜୀର୍ଣ୍ଣ ଯୋଗୁଁ ପେଟ ମଧ୍ୟରେ ହେବା ଶବ୍ଦ; କଳକଳ — ୫. Gurgling sound inside the stomach due to indigestion.