ଘଡ଼ଘଡ଼ି

ଉଇକିଅଭିଧାନ‌ରୁ

ଘ଼ଡ଼ଘଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ମେଘ ଗର୍ଜନ — ୧. Rattling or thundering sound of thunder-clouds; thunder-clap.

ଘଡ଼ଘଡ଼ି ଉପରେ ପଡ଼ଇ ଚଡ଼ଚଡ଼ି—ପ୍ରାଚୀ. ରହସ୍ୟମଞ୍ଜରୀ

୨. ଚଡ଼ଚଡ଼ି; ଚଡ଼କ —୨. Thunder-bolt.