ଘଡ଼ି

ଉଇକିଅଭିଧାନ‌ରୁ

ଘଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘଟୀ)[ସମ୍ପାଦନା]

୧. ଦୁଇ ଦଣ୍ଡ ପରିମିତି କାଳ; ଏକ ପ୍ରହରର ଏକ ଚତୁର୍ଥାଂଶ; ପ୍ରାୟ ୪୫: ମିନିଟ — ୧. ୪୫ minutes.
୨. ଘଣ୍ଟ; ପିଟାଘଣ୍ଟା — ୨. Gong; bell.
୩. କ୍ଷୁଦ୍ର ମାଟିର ପାତ୍ର; କ୍ଷୁଦ୍ର ଭାଣ୍ଡ (ମୁହଁ ସରୁ ଓ ପେଟ ଗହିରିଆ) —୩. A small earthen pot (bottle-shaped).
୪. ବିଭିନ୍ନ ପ୍ରକାରର ସମୟନିରୂପକ ଯନ୍ତ୍ର; ଘଣ୍ଟା — ୪. Clock; watch; timepiece; sand-glass; sun-dial.

ନବ୍ୟ ଘଡ଼ି ଚେନ, ପ୍ରାଚୀନ କୁଣ୍ଡଳ—ରାଧାନାଥ. ଦରବାର

୫. ସମୟ; କାଳ —୫. Time.

(ଯଥା— ବର୍ତ୍ତମାନ ଦୋଳ ଘଡ଼ିରେ ଲୁଗାର ଭାଉ ଚଢି ଯାଇଛି)

୬. ନିର୍ଦ୍ଧିଷ୍ଟ ସମୟ — ୬. Fixed period of time

ରାହୁ ଘଡ଼ିକି ରାହୁ ରୋଗ କରିବ ଶନି ଘଡ଼ିକି ଶନି ରୋଗ କରିବ—ଢ଼ଗ

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ଘଟି; ଛୋଟ କଳଶ — A small pitcher.

ପ୍ରାଦେଶିକ - (ସିଂହଭୁମ) ବିଶେଷ୍ୟ -[ସମ୍ପାଦନା]

ପ୍ରତିଦିନ ବ୍ୟବହାର କରା ଯାଉଥିବା ଘିଅ ବା ତେଲ ରଖାଯିବା ପାଇଁ କଂସା ବା ପିତଳର ଅବଖୁରା —A small metal jug for keeping ghee or oil form everyday use.