ଘଡ଼ୋଞ୍ଚି
ଘଡ଼ୋଞ୍ଚି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି | (file) |
ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - . (ସଂସ୍କୃତ - ଘଟ)[ସମ୍ପାଦନା]
ପାଣିକୁ ଛାଣି ପିଇବା ପାଣି ବାହାର କରିବା ପାଇଁ ଉପର୍ଯ୍ୟୁପରି ୩ଟି ମାଠିଆ ଯେଉଁ ତିନିଗୋଡ଼ିଆ ଘୋଡ଼ଚି ଉପରେ ରଖାଯାଏ — A tripod for fitering drinkinng water through ୨ or ୩ pitchers kept one over the other.