ଘଡି

ଉଇକିଅଭିଧାନ‌ରୁ
(file)

ଦେଶଜ (ବିଶେଷ୍ୟ)[ସମ୍ପାଦନା]

  • ଦୁଇ ଦଣ୍ତ ପରିମିତ କାଳ; ଏକ ପ୍ରହରର ଏକ ଚତୁର୍ଥାଂଶ; ପ୍ରାୟ ୪୫ ମିନିଟ
  • ଘଣ୍ଟ; ପିଟାଘଣ୍ଟା
  • କ୍ଷୂଦ୍ର ମାଟିର ପାତ୍ର; କ୍ଷୁଦ୍ର ଭାଣ୍ତ
  • ବିଭିନ୍ନ ପ୍ରକାରର ସମୟନିରୂପକ ଯନ୍ତ୍ର; ଘଣ୍ଟା
  • ସମୟ; କାଳ
  • ନିର୍ଦ୍ଦିଷ୍ଟ ସମୟ