ଘଣା

ଉଇକିଅଭିଧାନ‌ରୁ

ଘଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୂର୍ଣ୍ଣ ଧାତୁ, କିମ୍ୱା ସଂସ୍କୃତ - ଘନ=ମୁଦ୍ଗର)[ସମ୍ପାଦନା]

ତୈଳବୀଜ ବା ଶସ୍ୟାଦିରି ତୈଳ ନିଷ୍କାସନ କରିବା ଯନ୍ତ୍ର — Oil-pressing mill; oil-mill,

=== ପ୍ରାଦେଶିକ - (ସମ୍ୱଲପୁର)—ବି

୧. ଆଖୁ ପେଡ଼ିବା ଯନ୍ତ୍ର; କୋଲୁହା —୧. Sugarcane pressing machine.
୨. (ସଂସ୍କୃତ - ଘନ=ସମୁହ)—ଧାନ ଚାଉଳ ଆଦି ଭାଜିବା ହାଣ୍ଡି — ୨. An earthen pot for frying grain.