ଘଣା ଟାଣିବା
ଦେଖଣା
ଘଣା ଟାଣିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଘଣା ଟାଣିବା
|
ଦେଶଜ - କ୍ରି.
[ସମ୍ପାଦନା]ଘଣା ଯନ୍ତ୍ରକୁ ଆଗ ଆଡ଼ୁ ଓଟାରି ଚଳାଇବା — To draw an oil-mill to action.
[ଦ୍ରଷ୍ଟବ୍ୟ —ତେଲଶାଳରେ ବଳଦମାନେ ଘଣା ଟାଣନ୍ତି କିନ୍ତୁ ଜେଲଖାନାରେ ବଳଦଙ୍କ ପରିବର୍ତ୍ତିନରେ କଇଦୀମାନେ ଘଣା ଟାଣନ୍ତି ବା ଠେଲନ୍ତି]