Jump to content

ଘଣ୍ଟ

ଉଇକିଅଭିଧାନ‌ରୁ

ଘଣ୍ଟ

ଉଚ୍ଚାରଣ

[ସମ୍ପାଦନା]
(file)
(file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଘଣ୍ ଧାତୁ+ କର୍ମଟ, କିମ୍ୱା ହନ୍ ଧାତୁ+ତ୍ୱ; ନିପାତନ)

[ସମ୍ପାଦନା]
୧. କାଂସ୍ୟନିମ୍ମିତ ଚଟକା ବାଦ୍ୟବିଶେଷ; ପିଟାଘଣ୍ଟା — ୧. Gong.
୨. କାଂସ୍ୟନିର୍ମିତ ଥାଳିଆକାରର ବାଦ୍ୟ —୨. Bell.
୩. ଅନେକପ୍ରକାର ପରିବାମିଶ୍ରିତ ବ୍ୟଞନ; ଘାଣ୍ଟତିଅଣ; ଘାଣ୍ଟିଆ ତରକାରୀ; ମହୁର — ୩. A kind of sauce; hodge; a curry composed of several vegetables compounded and cooked together.
୪. ଶିବ —୪. A name of Ṡiba.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଉଜ୍ଜଳ —Splendid; shining; bright.

ପ୍ରାଦେଶିକ - (ସମ୍ୱଲପୁର)ବି

[ସମ୍ପାଦନା]

ଘଣ୍ଟିକା —Palate.