ଘଣ୍ଟ

ଉଇକିଅଭିଧାନ‌ରୁ

ଘଣ୍ଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
(file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଘଣ୍ ଧାତୁ+ କର୍ମଟ, କିମ୍ୱା ହନ୍ ଧାତୁ+ତ୍ୱ; ନିପାତନ)[ସମ୍ପାଦନା]

୧. କାଂସ୍ୟନିମ୍ମିତ ଚଟକା ବାଦ୍ୟବିଶେଷ; ପିଟାଘଣ୍ଟା — ୧. Gong.
୨. କାଂସ୍ୟନିର୍ମିତ ଥାଳିଆକାରର ବାଦ୍ୟ —୨. Bell.
୩. ଅନେକପ୍ରକାର ପରିବାମିଶ୍ରିତ ବ୍ୟଞନ; ଘାଣ୍ଟତିଅଣ; ଘାଣ୍ଟିଆ ତରକାରୀ; ମହୁର — ୩. A kind of sauce; hodge; a curry composed of several vegetables compounded and cooked together.
୪. ଶିବ —୪. A name of Ṡiba.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ଉଜ୍ଜଳ —Splendid; shining; bright.

ପ୍ରାଦେଶିକ - (ସମ୍ୱଲପୁର)ବି[ସମ୍ପାଦନା]

ଘଣ୍ଟିକା —Palate.