ଘଣ୍ଟାଘଣ୍ଟି

ଉଇକିଅଭିଧାନ‌ରୁ

ଘଣ୍ଟାଘଣ୍ଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଉତ୍ତମରୂପେ ଘାଣ୍ଟିବା — ୧. Thorough stirring up.
୨. ବିପର୍ଯ୍ୟସ୍ତ ବା ଇତସ୍ତତଃ ବିକ୍ଷିପ୍ତ କରିବା — ୨. Acts of throughly mixing up; rough handling.
୩. ଗୋଳମାଳ —୩. Confusion; row.
୪. ଧରପଗଡ଼; କୌଣସି ବିଷୟ ନିର୍ଣ୍ଣୟ କରିବା ଉଦ୍ଦେଶ୍ୟରେ ବିଶେଷ ଅନୁସନ୍ଧାନ —୪. Through or siftinge enquiry of a matter.
୫. ଲେଉଟପାଉଟ; ନିପର୍ଯ୍ୟାସ — ୫. Act of making topsyturvy.