ଘଣ୍ଟାପଥ
ଦେଖଣା
ଘଣ୍ଟାପଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ବେକରେ ଘଣ୍ଟା ଝୁଲୁଥିବା ହାତୀ— ଆଦିଙ୍କ ଯିବା ପଥ)
[ସମ୍ପାଦନା]- ୧. ବଡ଼ଦାଣ୍ଡ; ସହର ବା ଗ୍ରାମର ସଦର ଦାଣ୍ଡ —୧. Highway; the chief road of a village or town.
- ୨. ଦଶଧେନ୍ୱନ୍ତର ରାଜମାର୍ଗ — ୨. A very wide highway.
- ୪. ମଲ୍ଲୀନାଥ କୃତ କିରାତାର୍ଜୁନୀୟ କାବ୍ୟର ଟୀକା — ୪. Title of Mallīnātha's commentary on the Kirātārjunīya