ଘଣ୍ଟାପାଟଳି
ଦେଖଣା
ଘଣ୍ଟାପାଟଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଘଣ୍ଟାପାଟଳି
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ପାଟଳି ବୃକ୍ଷ; ଅରଣ୍ୟ ତରୁବିଶେଷ — Schrebra Swieteniodes; Chelonioides.
[ଦ୍ରଷ୍ଟବ୍ୟ —ଏହି ଗଛର ଫପଳ ବଳଦଙ୍କ ବେକରେ ବନ୍ଧାଯିବା ଘଣ୍ଟି ପରି ଆକୃତି— ବିଶିଷ୍ଟ ଥିବାରୁ ଏହି ନାମ ହୋଇଅଛି ପାଟଳି ଗଛ ଦୁଇ ପ୍ରକାର—କାଷ୍ଠପାଟଳି ଓ ଘଣ୍ଟାପାଟଳି ଏହାର ପ୍ରତ୍ୟକ ପତ୍ରରେ ଯୋଡ଼ା ପର୍ଣ୍ଣ ଥାଏ ଫୁଲ ଶ୍ୱେତାର ପୀତ ବା ପାଣ୍ଡୁର ବର୍ଣ୍ଣ ଓ ସୁଗନ୍ଧ ଏହା ପାଟଳି ପରି ଗୁଣବିଶିଷ୍ଟ ଏହା ଅମୁକଟରସ, ରୁଚିକରସ ପାଚକ ଏହା ପ୍ଳୀହା, ଗୁଳ୍ମ, ଉଦର ଓ ଅର୍ଶ ରୋଗରେ ଉପକାରୀ]