ଘନକେଶ

ଉଇକିଅଭିଧାନ‌ରୁ

ଘନକେଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
(file)

ଘନକେଶା, ଘନକେଶୀସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଘନ+କେଶ)[ସମ୍ପାଦନା]

ନିବିଡ଼ କେଶ; ଗହବା ବାଳ —Dense hair; thick set hair.

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଘନ+କେଶ)[ସମ୍ପାଦନା]

ନିବିଡ଼ କେଶଯୁକ୍ତ — Dense-haired (male)