ଘନଘଟା

ଉଇକିଅଭିଧାନ‌ରୁ

ଘନଘଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
(file)
  • (file)

ସଂସ୍କୃତ - ବିଶେଷ୍ୟ - (ଘନ+ଘଟା)[ସମ୍ପାଦନା]

୧. (କର୍ମଧା) ବିଶେଷ ଆଡ଼ମ୍ୱର — ୧. Grandeur; ado.

ଘନଘଟା ଘୋରଧ୍ୱନି ବଧିର ଶ୍ରାବଣ—ଜଗନ୍ନାଥ, ବେଣୀସଂହାର

୨. (୬ଷ୍ଠୀ ତତ୍) ମେଘାଡ଼ମ୍ୱର —୨. Overclouded weather; splendour of the clouds.