ଘନଘନ
ଦେଖଣା
ଘନଘନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି | (file) |
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଘନ+ଘନ)
[ସମ୍ପାଦନା](ଗଣିତ) ଘନଫଳର ଘନଫଳ —(mathematics) The cude of a cude.
[ଦ୍ରଷ୍ଟବ୍ୟ ସ—୩ ଘନ ୨୭: ଓ ଘୃନଘନ ୨୭x୨୭x୨୭x= ୧୯୬୮୩: ]
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଶୀଘ୍ର — ୧. Briskly; quickly.
- ୨. ଉପର୍ଯ୍ୟପରି; ବାରମ୍ୱାର — ୨. Repeatedly; frequently.
ଉର୍ଦ୍ଧ୍ୱନିଶ୍ୱାସ ଘନଘନ—ଭୂପତି.ପ୍ରେମପଞ୍ଚାମୃତ
- ୩. ଅବିରଳଭାବରେ; ନିରବଚ୍ଛିନ୍ନଭାବରେ — ୩. Incessantly; continuously.
ଉଚ୍ଚେ ଘନଘନ ତୁ ରାବୁଥାଉ—ନନ୍ଦିକିଶୋର. ନିର୍ଝରିଣୀ
- ୪. ମହୁର୍ମୁହଃ —୪. In quick succession.
- ୫. ପରସ୍ପର ଅତି ସନ୍ନିକଟରେ; ଘନଭାବରେ — ୫. Very near each other; densely.