ଘନତାଳ

ଉଇକିଅଭିଧାନ‌ରୁ

ଘନତାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ସଂସ୍କୃତ - ବିଶେଷ୍ୟ -(ଘନ+ତାଳ)[ସମ୍ପାଦନା]

୧. ସାରଙ୍ଗପକ୍ଷୀ; ଚାତକପକ୍ଷୀ ୧. Cocculus Malanoleucus (bird).
୨. ସଙ୍ଗୀତର ତାଳ ପରିମାଣ — ୨. The quantity of musical measure.