Jump to content

ଘନତ୍ୱକ୍

ଉଇକିଅଭିଧାନ‌ରୁ

ଘନତ୍ୱକ୍

ଉଚ୍ଚାରଣ

[ସମ୍ପାଦନା]
(file)
(ଘନତ୍ୱଚା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହ; ଘନ+ତ୍ୱଚା; ୧ମା. ୧ବ.)

[ସମ୍ପାଦନା]
୧. ଯାହାର ବଳୁଳ ମୋଟା — ୨. Thick-skinned.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ଲୋଧ୍ର (ବୃକ୍ଷ) — A kind of Lodhra tree. (M.W.)